ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାଳବୈଶାଖୀ ତାଣ୍ଡବ, ଉଡିଗଲା ସ୍କୁଲ ଘର ଛାତ

ସାନଖେମୁଣ୍ଡି ୩୦।୦୫: ଘୂର୍ଣ୍ଣିବଳୟ ଝଡରେ ଉଡ଼ିଗଲା ସ୍କୁଲ ଛାତ। ଏବେ ପିଲାଏ ପଢ଼ିବେ କେଉଁଠି ? ତାକୁ ନେଇ ଉଠିଛି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ପଞ୍ଚା ବଢିଆ ଉତ୍ସା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନରେ କାଳ ବୈଶାଖୀ ବର୍ଷା ଓ ପବନ ରଚିଥିଲା ତାଣ୍ଡବ । ଯାହାଫଳରେ ଗାଁରେ ଥିବା ସ୍କୁଲ ଘର ଛାତ ଉଡିଯାଇଛି । ଏପିରିକି ସ୍କୁଲ ଛାତ ନୁହେଁ, ବରଂ ଗାଁର ପାଞ୍ଚରୁ ଅଧିକ ଘରର ଟିଣ ଛାତ ଉଡିଯାଇଛି । ଯାହାଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରର ଛାତ ଉଡିଯାଇଥିବା ବେଳେ ରହିବା ପାଇଁ ଆଶ୍ରା ଖୋଜୁଛନ୍ତି ଲୋକେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି