ଅପରାଧ ରାଜ୍ୟ

କାର୍‌ରେ ଚାଲାଣ ହେଉଥିଲା ଦେଶୀ ମଦ, ମାଡିବସିଲା ଅବକାରୀ ବିଭାଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଖଲ୍ଲିକୋଟ୦୫/୧୨: ଛତ୍ରପୁର ଉପକଣ୍ଠ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥ ଉପରେ ଅଚାନକ ଚଢ଼ଉ । ୯୦୦ଲିଟର ବେଆଇନ ଦେଶୀ ମଦ ଜବତ ସହ ଗାଡିକୁ ଜବତ କଲା ଅବକାରୀ ବିଭାଗ ।

ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଭୋର ୪ଟାରେ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ପକ୍ଷରୁ ଚଢାଉ କରାଯାଇଥିଲା । କାରରେ ଦେଶୀ ମଦ (ପାଉଚ )ଚାଲାଣ ଗାଡିକୁ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥରେ ଚଢ଼ଉ କରି କାବୁ କରିଥିଲା ଟିମ୍ ।

ଏହି କାରରେ ଥିବା ୧୮ବସ୍ତାରେ ୯ହଜାର ମଦ ପାଉଚ ଯାହା ପାଖାପାଖି ୯୦୦ଲିଟର ଦେଶୀ ମଦକୁ ଜବତ କରିବା ସହ କାର ଚାଳକଙ୍କୁ ଗିରଫ କରିଥିଲା । ଗିରଫ କାର ଚାଳକ ତଥା ମୁଖ୍ୟ ଅଭିଯୁକ୍ତ ଜଣକ ରମ୍ଭା ଥାନା ଅନ୍ତର୍ଗତ ବାଲିବଗଡ଼ ଅଂଚଳର ପ୍ରତାପ ବିଶ୍ୱାଳ । ସେ କାର୍ ଯୋଗେ ଦେଶୀ ମଦ ନେଉଥିଲା ଆଖପାଖ ଅଂଚଳରେ ହୋଲସେଲରେ ବ୍ରିକ୍ରି କରିବା ନିମନ୍ତେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।