କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ୱାସ୍ଥ୍ୟ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ୧୪୪ ଧାରା ଜାରି

ଜଗତସିଂହପୁର: କରୋନା ସଂକ୍ରମଣ ଏବଂ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭିଡ଼କୁ ଆଖି ଆଗରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଏହି କଟକଣା ନଭେମ୍ବର ୨୮ ତାରିଖରୁ ୩୦ ତାରିଖ ଯାଏଁ ଲାଗୁ ହେବ।

ଏହି ସମୟରେ ଜଗତସିଂହପୁର ଜିଲ୍ଲାର ପାରାଦୀପର ମଧୁବନସ୍ଥିତ ଜଗନ୍ନାଥ ମନ୍ଦିର, ତିର୍ତ୍ତୋଲ ତହସିଲର ଶାରଳା ମନ୍ଦିର, ରଘୁନାଥପୁର ତହସିଲର ଗୋରେଖନାଥ ମହାପ୍ରଭୁଙ୍କ ପୀଠ, ଗଡ଼କୁଜଙ୍ଗର ଜଗନ୍ନାଥ ମନ୍ଦିର ସମେତ ଅନ୍ୟ କେତେକ ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ