ଖେଳ

କାମ ଦେଲା ମାହିଙ୍କ ଫର୍ମୂଲା: ଚେନ୍ନାଇ ବିଜୟ ପରେ ଖୁଲ୍ଲାସା କଲେ ଜାଡେଜା

ମୁମ୍ୱାଇ୨୬/୪: IPlରେ RCB ଠାରୁ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ତେବେ ଏହି ମ୍ୟାଚ୍ ବିଜୟରେ ଅଲରାଉଣ୍ଡର ରବିନ୍ଦ୍ର ଡାଜେଜାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବ୍ୟାଟିଂ ସହ ବୋଲିଂରେ ବି କମାଲ କରିଥିଲେ ଜଦ୍ଦୁ । ଫଳରେ ମ୍ୟାଚ୍ ପରେ ତାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଆଓ୍ୱାର୍ଡ ଦିଆଯାଇଥିଲା । ଇନିଂସର ଶେଷ ଓଭର ମ୍ୟାଚର ଟର୍ଣିଂ ପଏଣ୍ଟ । ହର୍ଷଲ ପଟେଲଙ୍କ ଟାର୍ଗେଟରେ ଥିଲେ ଜାଡେଜା ।

ମ୍ୟାଚ୍ ବିଜୟ ପରେ ଜାଡେଜା କହିଛନ୍ତି ମାହି ଭାଇଙ୍କ ଫର୍ମୂଲା କାମ ଦେଇଥିଲା । ମାହି କହିଥିଲେ ଯେ ଜଣାଅଛି ହର୍ଷଲ ହି ଶେଷ ଓଭର ବୋଲିଂ କରିବେ । ତାଙ୍କର ରଣନୀତି କଣ ରହିବ ସେନେଇ ମାହି ଜଦ୍ଦୁଙ୍କୁ ଆଗୁଆ ପ୍ରସ୍ତୁତି କରିଥିଲେ । ମାହି ଭାଇଙ୍କ କହିବା ମୁତାବକ ସେ ପିଚରେ ସେହଭଳି ଖେଳିଥିଲେ । କାରଣ ଶେଷ ଓଭର ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରିଥିଲା ।

ଏହି ମ୍ୟାଚରେ ଜାଡେଜା ଧୂଆଁଧାର ୬୨ ରନର ଇଂନିସ ଖେଳିଥିଲେ । ଯାହା ଫଳରେ ଦଳର ସ୍କୋର ୨୦ ଓଭରରେ ୧୯୧ରେ ପହଞ୍ଚିଥିଲା । ଆରସିବି ପକ୍ଷରୁ ହର୍ଷଲ ପଟେଲ ୩ଟି ସଫଳତା ପାଇଥିବାବେଳେ ଚହଲ ଗୋଟିଏ ମାତ୍ର ସଫଳତା ପାଇଥିଲେ । ଆରସିବିର ଅନ୍ୟ କୌଣସି ବୋଲର ସଫଳତ ସାବ୍ୟସ୍ତ ହୋଇନଥଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ