ଅପରାଧ ରାଜ୍ୟ

କଳାଧନ ଠାବ ନେଇ ଏସ୍‌ଆଇଟି ବୈଠକ, ସିବିଆଇ-ଇଡି-ଏନ୍‌ସିବି ଆଦି ଉପସ୍ଥିତ

କଟକ ୨୯।୦୬: କଟକରେ ଏସ୍‌ଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସିବିଆଇ, ଇଡି, ଏନ୍‌ସିବି, ଏନ୍‌କମଟାକ୍ସ, ସିବିଡିଟି , କ୍ରାଇମ୍‌ବ୍ରାଞ୍ଚ, ଖଣିବିଭାଗ, ଅର୍ଥ ବିଭାଗ ଆଦିର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, କଳାଧନ ଠାବ ନେଇ ଏକ ଏସ୍‌ଆଇଟି ଗଠନ କରାଯାଇଥିଲା । କିନ୍ତୁ ଗତ ୨ ବର୍ଷ ହେଲା କରୋନା କଟକଣା ଲାଗି ଏସ୍‌ଆଇଟିର କୌଣସି ବୈଠକ ବସିନଥିଲା । ଏବେ ସଂକ୍ରମଣ କମିବା ପରେ ବୈଠକ ବସିଛି । ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । କଟକ ସ୍ଥିତ ବାସଭବନରେ ଏହି ବୈଠକ ଆରମ୍ଭ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।