ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଲେଜ ବୁଲି ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର ୮/୧ : ବିଜେବି କଲେଜକୁ ଆସି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ। କଲେଜରେ କୋଭିଡ଼ ନିୟମ ପାଳନର କଲେ ଅନୁଧ୍ୟାନ। ତେବେ କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିସାରିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି। ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆଜି ସ୍କୁଲ ଘଣ୍ଟି ବାଜିଛି । ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ୧୦୦ ଦିନର ପାଠପଢ଼ା ହେବ । ଅନ୍ୟପକ୍ଷରେ, ରାଜଧାନୀରେ ଥିବା କେତେକ ଘରୋଇ ସ୍କୁଲ ଆଜି ଖୋଲିବ ନାହିଁ । ପ୍ରାୟ ସ୍କୁଲ ଆସନ୍ତା ୧୧ ତାରିଖରୁ ଖୋଲିବ ବୋଲି କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ରାଜଧାନୀରେ ଥିବା ଲକ୍ଷ୍ମୀସାଗର ହାଇସ୍କୁଲ, ୟୁନିଟ୍‌-୯ ବାଳକ ହାଇସ୍କୁଲ ଓ ୟୁନିଟ୍‌-୯ ବାଳିକା ହାଇସ୍କୁଲ ଯାଇ ସ୍ଥିତି ପରଖିଥିଲେ । ସ୍କୁଲ କ୍ୟାମ୍ପସ୍‌ ପରିଷ୍କାର ଓ ସାନିଟାଇଜ୍‌ ହୋଇଛି କି ନାହିଁ ଦେଖିଥିଲେ । ଆଜି ବିଜେବି କଲେଜକୁ ଆସି ଅନୁଧ୍ୟାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି