ଅପରାଧ ରାଜ୍ୟ

କଲେଜ ନ ଯାଇ ହୋଟେଲରେ ପ୍ରେମିକ ସହ ବିତାଉଥିଲେ ସମୟ, ହଠାତ ଚାଲିଗଲା ପ୍ରେମିକାର ଜୀବନ

ବରଗଡ଼ ୦୯।୦୫: ପ୍ରେମିକାର ସନ୍ଦେହ ଜନକ ମୃତ୍ୟୁ । କଲେଜକୁ ନଯାଇ, ହୋଟେଲକୁ ଯାଇଥିଲେ । କିଛି ସମୟ ହୋଟେଲରେ ସମୟ ବିତାରଇଲେ ପ୍ରେମିକା-ପ୍ରେମିକ । ତାପରେ ଅଚାନକ ପ୍ରେମିକାର ହୋଇଗଲା ମୃତ୍ୟୁ । ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପୋଲିସ ଆଗରେ ସତ ମାନିଛି ପ୍ରେମିକ । ବରଗଡ଼ ଗାଇସିଲେଟ୍‌ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ଗାଇସିଲେଟ୍‌ ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଛାତ୍ରୀ ଥିଲେ । ପ୍ରତିଦିନ ପରି ଆଜି ମଧ୍ୟ କଲେଜ ଅଭିମୁଖେ ବାହାରିଥିଲେ । ଘରୁ ବାହାରି ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ବଲାଙ୍ଗୀର ସଦର ଥାନା ଜଣେ ଯୁବକଙ୍କ ସହ ପ୍ରେମ କରୁଥିଲେ ନାବାଳିକା । ସେ ମଧ୍ୟ ଆସି ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ନାବାଳିକା ଜଣଙ୍କ କଲେଜ ଯିବା ବଦଳରେ ଏକ ଗାଡି ସାହାଯ୍ୟରେ ବରଗଡ଼ ରେଲଓ୍ୱ ଷ୍ଟେସନ ଯାଇଥିଲେ । ସେଠାରେ ତାଙ୍କ ପ୍ରେମିକଙ୍କ ସହ ଏକ ଲଜ୍‌କୁ ଯାଇଥିଲା । ଲଜ୍‌ରେ ପ୍ରେମିକାଙ୍କ ହଠାତ୍‌ ମୃତ୍ୟୁ ହୋଇଥିଲା । କିନ୍ତୁ ପୋଲିସ ଆଗରେ ପ୍ରେମିକ ଯାହା କହିଲା । ତାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରେମିକ ସହିତ ଶାରିରୀକ ସଂପର୍କ ରଖିବା ପରେ ପ୍ରେମିକାର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ଯାହାକି ପୋଲିସ ଆଗରେ ସ୍ୱୀକାର କରିଛି ପ୍ରେମିକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।