କଳା ଓ ସଂସ୍କୃତି ରାଜ୍ୟ

କରୋନା ମୁକ୍ତି ପାଇଁ ଜଳିବ ଏକଲକ୍ଷ ଦୀପାଳି, ଆସନ୍ତା ଦେବ ଦୀପାବଳି ଅବସରରେ ପୁରୀ ବଡ଼ଦାଣ୍ଡରେ ହେବ ଆୟୋଜନ

ପୁରୀ, ୦୨/୧୨: ଆସନ୍ତା ଦେବ ଦୀପାବଳିରେ ପୁରୀ ବଡ଼ଦାଣ୍ଡ ହେବ ଦୀପମୟ । ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ମଧ୍ୟରେ ଜଳିବ ୧ ଲକ୍ଷ ଦୀପ। ଆସନ୍ତା ୪ ଓ ୫ ତାରିଖ ସନ୍ଧ୍ୟା ୫ ଟାରୁ ୭ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଲକ୍ଷାଧିକ ଦୀପଦାନ ପାଇଁ ସ୍ଥିର ହୋଇଛି। ବିଶ୍ବକୁ କୋଭିଡ ବିପଦରୁ ମୁକ୍ତ କରିବା ପାଇଁ ଏହି ଦୀପଦାନ କରାଯିବ ବୋଲି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଦେବ ଦୀପାବଳୀ ତିଥିରେ ରାଜ୍ୟରେ ଥିବା ସବୁ ଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦୀପଦାନ କମିଟିର କାର୍ଯ୍ୟକାରୀ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ଛତିଶା ନିଯୋଗ ସଦସ୍ୟ ଗୌରହରି ପ୍ରଧାନଙ୍କ ସହ ଅନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,