ଦେଶ ବିଦେଶ ମନୋରଞ୍ଜନ

କନ୍ୟା ପୂଜା କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଧୋଇଲେ ପିଲାଙ୍କ ପାଦ, ପରଷିଲେ ଖାଦ୍ୟ

ନୂଆଦିଲ୍ଲୀ ୨୫/୧୦: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ସବୁ ପର୍ବପର୍ବାଣୀକୁ ଧୁମଧାମରେ ପାଳନ କରନ୍ତି। ଏବେ ଏଥିରୁ ବାଦ ପଡ଼ି ନାହିଁ ନବରାତ୍ରି। ଶିଳ୍ପା ସେଟ୍ଟୀ ଗତକାଲି ଗୋଟିଏ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ସେ ଦୁର୍ଗାଷ୍ଟମୀକୁ ଖୁବ୍ ଭକ୍ତିର ସହ ପାଳନ କରୁଛନ୍ତି। ଏହି ଅବସରରେ ସେ କନ୍ୟା ପୂଜା ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ ପିଲାମାନଙ୍କୁ ସେ ନିଜ ହାତରେ ଖାଦ୍ୟ ମଧ୍ୟ ପରଷିଛନ୍ତି। ଏହାର ଏକ ଭିଡ଼ିଓକୁ ମଧ୍ୟ ଶିଳ୍ପା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହ ସେ ଏହାକୁ ତାଙ୍କ ଟ୍ବିଟ୍ ପେଜରେ ସେୟାର କରିଛନ୍ତି। ତେବେ ଏବେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ