ଅପରାଧ ରାଜ୍ୟ

କଣ୍ଟାବାଞ୍ଜି ଗଲା କ୍ରାଇମବ୍ରାଞ୍ଚ୍‌ ଟିମ୍‌: ସାଇବର୍‌, ଫଟୋ ବ୍ୟୁରୋ, ଫରେନସିକ୍‌ ଟିମ୍ ସାମିଲ

କଟକ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଫିସର୍‌ ଯାଇଛନ୍ତି। ଏଥିରେ ଇନ୍‌ସପେକ୍ଟର୍‌ ଲକ୍ଷ୍ମୀଧର ହାଁସଦା, ଏସ୍‌ଆଇ ଆଶିଷଦେବ ସାହୁ, କିଶୋର କୁମାର ନାୟକ ପ୍ରମୁଖ ଅଛନ୍ତି। ଏହାବାଦ୍ ଆହୁରି ଏକ ୧୦ଜଣିଆ ଟିମ୍ ଏଥିରେ ସାମିଲ ହୋଇଛି। ଏଥିରେ ଫରେନସିକ୍ ସାଇନ୍‌ସ ଲାବୋରେଟୋରି, ସାଇବର୍ ବିଶେଷଜ୍ଞ, ରାଜ୍ୟ ପୁଲିସ ଫଟୋ ବ୍ୟୁରୋର ଅଧିକାରୀ ସାମିଲ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।