ଅପରାଧ ରାଜ୍ୟ

କଣ୍ଟାବାଞ୍ଜି ଏନଏସି ପକ୍ଷରୁ ବିଭିନ୍ନ ଦୋକାନରେ ଚଢଉ : ପଲିଥିନ୍ ଜବତ, ଆଦାୟ ହେଲା ଫାଇନ୍

କଣ୍ଟାବାଞ୍ଜି, ୨୬|୦୮: କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସହରର ପ୍ରାୟ ୪୪ଟି ଦୋକାନରେ ଚଢଉ କରାଯାଇଛି । ଦୋକାନମା ନଙ୍କରେ ପଲିଥିନ୍ ବ୍ୟବହାର ଏବଂ ଡଷ୍ଟବିନ ବ୍ୟବହାର କରୁନଥିବା ଅଭିଯୋଗରେ ୬ ହଜାର ୮୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା ।

ଏନଏସି କାର୍ଯ୍ୟନିର୍ବ।ହୀ ଅଧକାରୀ ନିରନ ଧଲଙ୍କ ଉପସ୍ଥିତିରେ ଜୁନିଅର ସାନିଟେସନ ବିଶେଷଜ୍ଞ ହେମ ସ୍ବାଇଁଙ୍କ ସହ ସ୍ବଚ୍ଛ ସୁପରଭାଇଜର ପ୍ରମୁଖ ଚଢଉରେ ସାମିଲ ଥିଲେ । ଆଇନ ଶୃଙ୍ଖଳାକୁ ନଜରରେ ରଖି ସ୍ଥାନୀୟ ପୋଲିସ ମୃତୟନ ହୋଇଥିଲେ ।

ଗତ କିଛି ଦିନ ପୁର୍ବରୁ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ୍ ବ୍ୟବହାର ବନ୍ଦ କରିବା ସହ ଦୋକାନ ମାନଙ୍କରେ ଡଷ୍ଟବିନ ବ୍ୟବହାର ପାଇଁ ସଚେତନ କରାଯାଇଥିଲା । ଆଗକୁ ମଧ୍ୟ ଏଭଲି ଚଢଉ ଜାରି ରହିବ ବୋଲି ଏନଏସି କାର୍ଯ୍ୟନିର୍ବ।ହୀ ଅଧକାରୀ ସୁଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।