ଦେଶ ବିଦେଶ ମନୋରଞ୍ଜନ

ଓସ୍କାର୍ ପାଇଁ ଚୟନ ହେଲା ମାଲାୟଲମ୍ ଫିଲ୍ମ ‘ଜାଲିକାଟୁ’

ଚଳିତ ଥର ଓସ୍କାର୍ ପାଇଁ ଭାରତରୁ ମାଲୟଲମ୍ ଫିଲ୍ମ ଜାଲିକାଟୁକୁ ଚୟନ କରାଯାଇଛି। ୨୦୧୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ କାହାଣୀ ପାଇଁ ଚୟନ ହୋଇଛି। ମଣିଷ କିପରି ନିଜ ସ୍ବାର୍ଥ ପାଇଁ ପଶୁଙ୍କଠୁ ବି ତଳକୁ ଖସିଯାଏ, ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି। ଓସ୍କାର୍ ପାଇଁ ଚୟନ ହେବା ପୂର୍ବରୁ ଜାଲିକାଟୁ ଟୋରଣ୍ଟୋ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା। ଚଳଚ୍ଚିତ୍ରର ପ୍ରତିଟି ଦୃଶ୍ୟରେ କଳାକାରଙ୍କ ଅଭିନୟ ମନଛୁଆଁ ହୋଇଥିଲା। ଛଲାଙ୍ଗ, ସ୍କାଇ ଇଜ୍ ପିଙ୍କ୍, ଗୁଲାବୋ ସିତାବୋ ଭଳି ୨୭ଟି ଚଳଚ୍ଚିତ୍ରକୁ ପଛରେ ପକାଇ ଲିଜୋ ଜୋସ୍ ପେଲିସାରୀଙ୍କ ନିର୍ଦ୍ଦେଶିତ ଜାଲିକାଟୁ ଓସ୍କାର୍ ପାଇଁ ଚୟନ ହେବା ପରେ ଏହାକୁ ଶୁଭେଚ୍ଛାର ସୁଅ ଛୁଟିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ