ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ ଭୟ: ଚତୁର୍ଥ ବୁଷ୍ଟର ଡୋଜକୁ ଅନୁମତି ଦେଲା ଏହି ରାଷ୍ଟ୍ର

ନୂଆଦିଲ୍ଳୀ:ଓମିକ୍ରନକୁ ନେଇ ଇସ୍ରାଏଲର ଏକ ନୂଆ ଘୋଷଣା । ଓମିକ୍ରନ ଭାଇରସ୍କୁ ରକିବା ପାଇଁ ଚତୁର୍ଥ ବୁଷ୍ଟର୍ ଡୋଜ ଟିକା ନେବାକୁ ପଡିବ । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ମଙ୍ଗଳବାର କହିଛନ୍ତି ଯେ, ସମସ୍ତ କର୍ମଚାରୀ ଏବଂ ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ବୁଷ୍ଟର୍ ଡୋଜ ଟିକା ଦିଆଯଉ । ଏହାକୁ ନେଇ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ ନାଫ୍ଟାଲି ବେନେଟ୍ ସ୍ୱଗତ କରିଛନ୍ତି । ବେନେଟ୍ କହିଛନ୍ତ, ସାରା ବିଶ୍ୱରେ ବ୍ୟପିଥିବା ଓମିକ୍ରନ ଠାରୁ ବୁଷ୍ଟର୍ ଡୋଚ୍ ଫଳପ୍ରଦ ହେଇ ପାରିବ । ସାରା ବିଶ୍ୱର ଇସ୍ରାଏଲ ଏକମାତ୍ର ଦେଶ ଯାହା କୋଭିଡ୍-୧୯ର ୩ଟି ଟିକା ସମସ୍ତ ନାଗରିକମାନଙ୍କୁ ଦିଆଯାଇଛି । ବେନେଟ୍ଙ୍କ କହିବା ଅନୁସାରେ ଦେଶରେ ୪ଟି ଯାକ ଟିକା ଖୁବ୍ ଶିଘ୍ର ଦିଆଯିବ ।

୪ଟି ବୁଷ୍ଟର୍ ଡୋଚ୍ ଘେଷଣା ପୂର୍ବରୁ ଇସ୍ରାଏଲରେ ଓମିକ୍ରନ ସଂକ୍ରମଣ ଦେଖିବାକୁ ମିଳିଛି । ଦେଶର ସ୍ୱସ୍ଥ ମନ୍ତ୍ର ସୂଚନା ଦେଇଛନ୍ତି ଯେ, ଗତ ମଙ୍ଗଳବାର ୨୧ ଡିସେମ୍ବର ୧,୩୨୩ ଜଣ ନୂଆ ପଜିଟିଭ ଚିହ୍ନଟ ହେଇଥିଲେ । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ୪ଟି ବୁଷ୍ଟର୍ ଡୋଜ ଟିକା ଦିଆଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ