ଧର୍ମ

ଏହି ରାଶିର ଜାତକ ଉପରେ ରହିବ ଶନିଙ୍କ କୃପା : ମିଳିବ ପ୍ରଚୁର ଧନ, ହୋଇପାରନ୍ତି କୋଟିପତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ୨୦ ଅଥବା ଆଜି ଦିନରେ ଶନିଙ୍କର କୃପାଦୃଷ୍ଟି ରହିବ । ଏହାର ଲାଭ ୬ଟି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିପାରେ । ଏହି ୬ଟି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କର ଧନ ଲାଭର ଯୋଗ ରହିଛି । ଏହି ଧନ ମିଳିବା ପରେ ବ୍ୟକ୍ତିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବ । ଏମାନଙ୍କର ସମସ୍ତ ସ୍ବପ୍ନ ପୂରଣ ହେବ । ଶନିଙ୍କ କୃପାରୁ ବିବାହ ପାଇଁ ମଧ୍ୟ ଭଲ ପ୍ରସ୍ତାବ ଆସିବ । ପ୍ରେମ ବିବାହ କରୁଥିଲେ ସଫଳତା ପାଇବେ । ଯଦି କୌଣସି ଝିଅ ବା ପୁଅଙ୍କୁ ପସନ୍ଦ କରୁଛନ୍ତି ତେବେ ଆଜିର ଦିନରେ ତାଙ୍କୁ ନିଜ ମନ କଥା କହିପାରିବେ । ଆଜିର ଦିନରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଅଧା ରହିଥିବା କାମ ପୂରଣ ହେବ । ଏହି ଦିନ କୋର୍ଟରେ ଥିବା ମାମଲାରେ ସଫଳତା ମିଳିବ ।
ଶନିଙ୍କ କୃପାରୁ ବେରୋଜଗାର ବ୍ୟକ୍ତିଙ୍କୁ ନୂଆ ଚାକିରୀ ମିଳିବ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ଦୂର ହେବ । ଆପଣଙ୍କ ଜୀବନ ସୁଖମୟ ହେବ । ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ଆଶୀର୍ବାଦରୁ ଆପଣଙ୍କୁ ନୂଆ କାମ ଆରମ୍ଭ କରିବାରେ ପ୍ରେରଣା ମିଳିବ ।
ସାମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣଙ୍କ ମଧ୍ୟରେ ଭିନ୍ନ ଧରଣର ଆକର୍ଷଣ ରହିବ । ଆପଣଙ୍କୁ ସମସ୍ତେ ପସନ୍ଦ କରିବେ । ଆପଣଙ୍କ ନିକଟରେ ସମୟ ଅନ୍ତରାଳରେ ଟଙ୍କା ପଇସା ଆସିବ । ଏହି ୬ଟି ରାଶି ହେଉଛି କନ୍ୟା, ସିଂହ, ବିଛା, ତୁଳା, ମକର ଏବଂ ଧନୁ । ଏହି ରାଶି ଜାତକ ବିଶିଷ୍ଟ ବ୍ୟକ୍ତିବିଶେଷ କୋଟିପତି ହେବାର ସୁଯୋଗ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ