ଅପରାଧ ରାଜ୍ୟ

ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର, ଜଣେ ଯୁବତୀଙ୍କ ସମେତ ୪ ଗିରଫ

ଭୁବନେଶ୍ୱର, ୦୪/୧୦: ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର । ଆଉ ଏହାକୁ ଅପରେଟ୍‌ କରୁଥିଲେ ଝିଅ । ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ୯ରୁ ଅଧିକ ଲୋକଙ୍କୁ ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି । ଏହି ଘଟଣାରେ ୪ ଜଣ ସମେତ ଜଣେ ଯୁବତୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ଭୁବନେଶ୍ୱରକୁ ଡକାଇ ଭକୁଆ ବାନାନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ୧୫ ଟି ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ନଗଦ ୮୭ ହଜାର ଟଙ୍କା ସହିତ ୧୧ଟି ମୋବାଇଲ ଫୋନ୍ ଏବଂ ପୁଳା ପୁଳା ସିମ୍‌ କାର୍ଡ, କ୍ୟୁଆର୍‌ କୋଡ୍‌ ସ୍କାନ୍‌ର ମଧ୍ୟ ଜବତ କରିଛି ପୋଲିସ୍‌ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।