ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରୁ ରୋଗୀଙ୍କୁ ଏୟାର୍‌ ଲିଫଟ: କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି

କଟକ: କଟକ ଏସସିବିରୁ ଜଣେ ରୋଗୀଙ୍କୁ ଏୟାର୍‌ ଲିଫଟ କରାଯାଉଥିବାର ଖବର ମିଳିଛି। ଏସିବିରୁ ସୁରାଟ ଯିବେ ଇନ୍ଦ୍ରମଣି ପାଣି। ଇନ୍ଦ୍ରମଣିଙ୍କ ପୁଅ ବାଞ୍ଛାନିଧି ପାଣି ଜଣେ ଓଡ଼ିଆ ଆଇଏସ ଅଧିକାରୀ। ସେ ସଂପ୍ରତି ସୁରାଟ ମୁନସିପାଲ କମିସନର ଭାବେ କାର୍ଯ୍ୟରତ।

ପୁଲିସ ଏସ୍କର୍ଟରେ ସାଢେ ୯ଟାରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଯାଉଛନ୍ତି ଇନ୍ଦ୍ରମଣି। ଏଥିଲାଗି କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ