କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଏବେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର: ରାତାରାତି ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା

ଢ଼େଙ୍କାନାଳ୨୭/୧୧: ଢେଙ୍କାନାଳରେ ମନ୍ଦିରଗୁଡିକୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଏପରି କି ୨ ଦିନରେ ୨ଟି ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ କରିଥିବା ଦେଖାଯାଇଛି। ଗତ କାଲି ଢେଙ୍କାନାଳ ସହରର ଜୁବୁଲି ଟାଉନ ନାଗେଶ୍ୱର ଓ ପାର୍ବତୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଥିବା ବେଳେ ଗତ ରାତିରେ ପୁଣି ଅନ୍ୟ ଏକ ମନ୍ଦିରରୁ ଲୁଟ କରିଥିବା ଜଣାପଡିଛି।

ଗତ ରାତ୍ରିରେ ଲୁଟ ହୋଇଥିବା ମନ୍ଦିର ସହରର କୋର୍ଟ ଛକରେ ଥିବା ବାବା ଆଖଣ୍ଡଳମଣି ଶିବ ମନ୍ଦିର ବୋଲି ଜଣାପଡିଛି। ମନ୍ଦିରର ଗ୍ରିଲ୍ ତାଡି ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କାକୁ ଲୁଟି ନେଇଥିବା ଜଣାପଡିଛି। ଆଜି ସକାଳେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ବେଳେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,