ଦେଶ ବିଦେଶ ମନୋରଞ୍ଜନ

ଇର୍‌ଫାନଙ୍କ ଅଭିନୀତ ‘କୋବ୍ରା’ ଫିଲ୍ମର ଟିଜର୍ ରିଲିଜ୍

ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍‌ଫାନ ପଠାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘କୋବ୍ରା’ର ଟିଜର୍ ରିଲିଜ୍ ହୋଇଛି। ୧୦୦ ସେକେଣ୍ଡ୍‌ର ଏହି ଟିଜର୍‌ରେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ତାମିଲ୍ ଷ୍ଟାର୍ ବିକ୍ରମ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଇର୍‌ଫାନ ତୁର୍କୀର ଜଣେ ଇଣ୍ଟର୍‌ପୋଲ୍ ଅଧିକାରୀ ଭୂମିକାରେ ନଜରରେ ଆସିବେ। ବିକ୍ରମ ଏହି ଫିଲ୍ମରେ ଗଣିତଜ୍ଞ ଭାବେ ଅଭିନୟ କରୁଛନ୍ତି ଓ ନିଜ ସୃଜନଶୀଳତାକୁ ଉପଯୋଗ କରି ସମାଜରେ ଅପରାଧ ଘଟାଉଛନ୍ତି। ଇର୍‌ଫାନ ସମାଜରୁ ଅପରାଧ ହଟାଇବା ପାଇଁ ବିକ୍ରମଙ୍କୁ କଳା କାରନାମା ବନ୍ଦ କରିବାକୁ ଉଦ୍ୟମ କରୁଥିବା ଫିଲ୍ମରେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ