ଅପରାଧ ରାଜ୍ୟ

ଇନୋଭା ଧକ୍କାରେ ଯୁକ୍ତ ୨ ଛାତ୍ରୀ ଗୁରୁତର, କଟକ ବଡ଼ମେଡିକାଲ ସ୍ଥାନାନ୍ତର

ଆନନ୍ଦପୁର ୦୬।୦୯ : ଇନୋଭା ଧକ୍କାରେ ଛାତ୍ରୀ ଗୁରୁତର । ଆନନ୍ଦପୁରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଗୁରୁତର ଛାତ୍ରୀଙ୍କ ନାମ ଦେବାନ୍ସି ପ୍ରିୟଦର୍ଶିନୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଆନନ୍ଦପୁର କଲେଜର ଯୁକ୍ତ ୨ ଛାତ୍ରୀ ଦେବାନ୍ସି ପ୍ରିୟଦର୍ଶିନୀ ନିଜ ଘରୁ ସାଇକେଲ ଯୋଗେ କଲେଜ ଯାଉଥିଲେ । ଠିକ୍‌ ଏହି ସମୟରେ ଏକ ଦୃତଗାମୀ ଇନୋଭା କାର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ପ୍ରାୟ ଦଶ ଫୁଟ ଉପରକୁ ଉଠିଯାଇଥିଲେ। ତେବେ ଧକ୍କା ଦେଇଥିବା ଇନୋଭlଟି ଦୃତଗତିରେ ପଳାଇଯାଇଥିଲେ ମଧ୍ୟ ପୋଲିସ୍ ତଦନ୍ତ ଆରମ୍ଭ କରି କାବୁ କରିବାରେ ସକ୍ଷମ ହୋଇଛି। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।