ଦେଶ ବିଦେଶ ସ୍ୱାସ୍ଥ୍ୟ

ଇଟାଲୀରେ ଅସମ୍ଭାଳ କରୋନା ସ୍ଥିତି : ଟୟେଲେଟରୁ ମିଳିଲା ରୋଗୀଙ୍କ ଶବ

ରୋମ୍ ୧୪/୧୧: ଇଟାଲୀରେ ପୁଣି ଥରେ କରୋନା ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଗୋଟିଏ ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ରାଗ ଏବଂ ଅସନ୍ତୋଷ ଦେଖା ଦେଇଛି ଯେଉଁଥିରେ ଜଣେ ରୋଗୀଙ୍କ ଶବକୁ ହସ୍ପିଟାଲର ଟୟେଲେଟରେ ଦେଖାଯାଇଛି। କୁହାଯାଉଛି ଯେ ମୃତ ବ୍ୟକ୍ତି କରୋନାରେ ପୀଡ଼ିତ ଥିଲେ।


ଇଟାଲୀର ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁସାରେ ଇଟାଲୀର କେତେକ ଅଞ୍ଚଳରେ କରୋନା ମହାମାରୀ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଇଛି। ସେ କହିଛନ୍ତି ଯେ ନେପଲ୍ସ ଏବଂ କେମ୍ପୋନିଆର କେତେକ ଅଞ୍ଚଳରେ ପରିସ୍ଥିତି ବେକାବୁ ହୋଇଯାଇଛି।


ସୂଚନା ଅନୁଯାୟୀ,ମୃତ ବ୍ୟକ୍ତି ଟେଷ୍ଟ୍ ପାଇଁ ଇଟାଲୀର ଏକ ହସ୍ପିଟାଲକୁ ଯାଇଥିଲେ ଏବଂ ଅପେକ୍ଷା କରିବାବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଆଉ ଜଣେ କରୋନା ରୋଗୀ ତାଙ୍କ ଭିଡିଓ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ