ଆସନ୍ତା ଜୁଲାଇ 7ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେ ମହାବାହୁ । ତେବେ ଓଡିଆ ସମାଜ ଦର ଇସ ସଲାମ , Tanzania ପକ୍ଷରୁ ପବିତ୍ର ରଥଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ସକାଳେ 8.30ରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ସକାଳ 10ଟାରେ ପହଣ୍ଡି ବିଜେ ଏବଂ ଛେରାପହଁରା କାର୍ଯ୍ୟକ୍ରମ କରାଯିବ । ସେହିପରି 10.30ରେ ରଥ ପରିକ୍ରମା ଏବଂ 12.30 ଆରତୀ ଏବଂ ଦିନ 1ଟା ବେଳକୁ ମହାପ୍ରସାଦ ଭୋଜନ କରିବାର ବ୍ୟବସ୍ଥା ହୋଇଛି । ଏହି ଅବସରରେ ଦର ଇସ ସଲାମ ଇଣ୍ଡିଆର ଡେପୁଟି ହାଇ କମିଶନ ଶ୍ରୀଯୁକ୍ତ ମନୋଜ ବି.ବର୍ମା ଯୋଗଦେବାର ସୂଚନା ରହିଛି….
Trending
- ଜ୍ବରରେ କମ୍ପୁଛି ଗୁହିଆଶାଳ: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ନାକେଦମ୍ ହେଲେ ଡାକ୍ତରୀ ଦଳ,ଜଣେ ରୋଗୀ ପାଇଁ ୧୩ଜଣ ଅଟକି ରହିଲେ
- ଆସନ୍ତା ଜୁଲାଇ 7ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
- ଜାଣନ୍ତୁ ଆଜିର ରାଶିଫଳ
- ହଜିବାକୁ ବସିଲାଣି ଅଂଶୁପା ହ୍ରଦ
- ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ
- ଜାଣନ୍ତୁ ଆଜିର ରାଶିଫଳ
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
Thursday, July 4