ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆମ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି, ରାଜ୍ୟ ଗ୍ରନ୍ଥାଗାର କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ

ଭୁବନେଶ୍ୱର ୧୩।୦୧: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଉତ୍ତେଜନା। ଲାଇବ୍ରେରୀ ବନ୍ଦ ହେବାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଧାରଣା ଦେଲେ ପାଠକ ପାଠିକା । ଲାଇବ୍ରେରୀ କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ସେମାନଙ୍କର ମୁଖ୍ୟ ଦାବି ହେଉଛି ଯେ, ଯଦି ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି , ପ୍ରେକ୍ଷାଳୟରେ ଫିଲ୍ମ ଚାଲିପାରୁଛି, ସୂଚନା ଭବନ ଗ୍ରନ୍ଥାଗାରରେ ପାଠ ପଢି ହେଉଛି । ତେବେ ହଠାତ ନୋଟିସ କରି କଣ ପାଇଁ ବନ୍ଦ କରିଦିଆଗଲା । ଆମେ କେତେ ଦୂରରୁ ଆସି ଏଠାରେ ଛାତ୍ରାବାସ ରହି ପାଠ ପଢ଼ୁଛୁ ,ଏହି ମାସରେ ଆମର ପରୀକ୍ଷା ଗୁଡିକ ମଧ୍ୟ ରହିଛି । କଣ ପାଇଁ ଆମ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଉଛି । ଲାଇବ୍ରେରୀ କର୍ତ୍ତୃପକ୍ଷ ଆସି ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରାଯାଇଛି । ଯଦି ଏହା ସମ୍ଭବପର ନ ହୁଏ ତେବେ ଆମେ ଆଜି ରାସ୍ତା ଉପରେ ବସି ପାଠ ପଡ଼ିବୁ ବୋଲି ଚେତାବନୀ

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି