କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆମ ଜଙ୍ଗଲ ଯୋଜନା ଓ ଆଇକାଡା ପ୍ରକଳ୍ପ ସହାୟତା ବିହନ ବିତରଣ କାର୍ଯ୍ୟକ୍ରମ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ବନ୍ଦଗଡ଼ ତେଲି ମୁଣ୍ଡା ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆମ ଜଙ୍ଗଲ ଯୋଜନା ଓ କୃଷି ବିଭାଗର ଆଇକାଡା ପ୍ରକଳ୍ପ ମିଳିତ ଉଦ୍ୟମରେ ହରଡ଼ ବିହନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଇକାଡ୍ ବିଭାଗ ର ରଞ୍ଜନ ବେହେରା ଙ୍କ ନେତୃତ୍ବରେ ବିହୀନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫିରିଙ୍ଗିଆ ରେଞ୍ଜ ବନ୍ଦଗଡ଼ ବନପାଳକ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ପାହାଡ଼ ସ୍ବଚ୍ଛା ସେବୀ ସଂଗଠନ ର ଉନ୍ନୟନ ଅଧିକାରୀ ଅମୁଲ୍ୟ ପ୍ରଧାନ, ବନରଖି ସଂଗ୍ରାମ କେଶରୀ ଦିଗାଲ, ଉପସ୍ଥିତ ରେ ତାବିନିପଦର ,ଲାମ୍ବାଗୁଡିରି,ଟୁମ୍ବୁଲାପଦର,ବନ ସୁରକ୍ଷା ସମିତି ହରଡ଼ ବିହନ ବିତରଣ କରାଯିବା ସହ ଆସି ପ୍ରାୟ ୭୦ ଉର୍ଦ୍ଧ ଚାଷୀ ଙ୍କୁ କିଭଳି ହରଡ଼ ବିହନର ଚାଷ କରିବା ପ୍ରଣାଳୀ ତାଲିମ ଦିଆଯିବା ସହ ଚାଷୀ କିଭଳି ମୁଲ୍ୟବାନ ଅମଳ ପାଇ ପାରିବେ ତାହା ଉପରେ ଆଇକାଡ୍ ପ୍ରକଳ୍ପ ର ବେହେରା ବହୁ ସୁନ୍ଦର ବାର୍ତ୍ତା ଦେଇଥିଲେ । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,