ଅପରାଧ ରାଜ୍ୟ

ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି

ଭୁବନେଶ୍ବର ୬।୬: ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଚିଠି । କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାର ତଦନ୍ତ ପାଇଁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟର ପୁରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ସୁଦ୍ଧା ବନ ବିଭାଗ ଏହାକୁ ଗୁରୁତର ସହ ନ ନେବା, ଏହା ପଛରେ ଥିବା ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗ ହୋଇଛି।

ଏ ପର୍ଯ୍ୟନ୍ତ ଏହିଭଳି ୪ଟି ଘଟଣା ଆଠଗଡ଼ ବନଖଣ୍ଡରେ ଦେଖିବାକୁ ମିଳିଛି। ତେବେ ତଦନ୍ତ ସନ୍ତୋଷଜନକ ନୁହେଁ, ଏ ଯାଏଁ କୌଣସି ବନ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ପୁରବୀ ଚିଠିରେ ଉଲ୍ଲେଖ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।