ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଠଗଡର ସର୍ବ ପୁରାତନ ଗୋପବନ୍ଧୁ ମହାବିଦ୍ୟାଳୟ ଏବେ ଅବହେଳିତ, ୧୦ ଦଫା ଦାବିରେ କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଆଠଗଡ ୩।୩: ଆଠଗଡର ସର୍ବ ପୁରାତନ ଗୋପବନ୍ଧୁ ମହାବିଦ୍ୟାଳୟ ଏବେ ଅବହେଳିତ । ଫଳରେ କଲେଜର ଉନ୍ନତି ପାଇଁ ଛାତ୍ରଛାତ୍ରୀ ବହୁବାର ପ୍ରିନ୍ସିପାଲଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ଫଳରେ ବୁଧବାର କିଛି ଛାତ୍ରଛାତ୍ରୀ ୧୦ ଦଫା ଦାବିରେ କଲେଜରେ ତାଲା ପକାଇ ଦେଇଥିଲେ। ମୁଖ୍ୟ ସମସ୍ୟା କଲେଜକୁ ଅଣ ଛାତ୍ର ପ୍ରବେଶ, ନିଶା ମୁକ୍ତ କରିବା ଏବଂ ପାନୀୟ ଜଳର ସମସ୍ୟାଗୁଡିକୁ ନେଇ ଛାତ୍ରଛାତ୍ରୀମାନେ ତାଲା ପକାଇ ଦେଇଥିଲେ । ପ୍ରିନ୍ସିପାଲ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବାପରେ ସ୍ଥିତି ସ୍ଵାଭାବିକ ହୋଇଥିଲା ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି