କଳା ଓ ସଂସ୍କୃତି ରାଜ୍ୟ

ଆଜି ଚନ୍ଦ୍ରଭାଗା ମାଘମେଳା

କୋଣାର୍କ : ଆଜି କୋଣାର୍କ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ଓ ମେଳା। ମାତ୍ର କୋଭିଡ୍‌ କଟକଣା ଓ ୧୪୪ ଧାରା ଲାଗୁ ଯୋଗୁ ଏଥର ତୀର୍ଥ ପୁଷ୍କରିଣୀରେ ସର୍ବସାଧାରଙ୍କ ବୁଡ଼ ଉପରେ କଟକଣା ଲଗାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଚାରିପଟେ ବାରିକେଡ୍‌ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଣାର୍କରେ ବିଭିନ୍ନ ସ୍ଥାନରୁ ପୁଲିସ କର୍ମଚାରୀମାନେ ଆସି ପହଞ୍ଚି ସାରିଛନ୍ତି। ସେମାନେ ଆଜି ସନ୍ଧ୍ୟାରୁ କୋଣାର୍କର ବିଭିନ୍ନ ପ୍ରବେଶ ପଥରେ ଚେକିଂ କରିବା ଆରମ୍ଭ କରିଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,