କଳା ଓ ସଂସ୍କୃତି ଧର୍ମ

ଆଜିଠାରୁ ବଦଳିଯିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ, ସୂର୍ଯ୍ୟଙ୍କ ପରି ଚମକିବ କିସ୍ମତ

ନୂଆଦିଲ୍ଲୀ ୧୧/୧୦: ଅକ୍ଟୋବର ୧୧ ରେ ଶନିଙ୍କ ଗତିବିଧି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଶନିଙ୍କ ଅଶୁଭ ପ୍ରଭାବରେ ସମସ୍ତେ ଭୟଭୀତ ହୋଇଥାନ୍ତି। ଶନିଙ୍କ ଅଶୁଭ ହେବା ହେତୁ, ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହା ନୁହେଁ ଯେ ଶନି ଦେବ କେବଳ ଅଶୁଭ ଫଳାଫଳ ଦିଅନ୍ତି। ଶନିଦେବ ମଧ୍ୟ ଶୁଭ ଫଳାଫଳ ଦିଅନ୍ତି। ଯେତେବେଳେ ଶନି ଶୁଭଫଳ ଦିଅନ୍ତି ବ୍ୟକ୍ତିର ଭାଗ୍ୟଦୋୟ ହୋଇଥାଏ। ଶନିଦେବ ରଙ୍କକୁ ବି ରାଜା କରିଦିଅନ୍ତି। ତେବେ ଚାଲନ୍ତୁ ଜାଣିବା ଅକ୍ଟୋବର ୧୧ ରୁ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟଦୋୟ ହେବାକୁ ଯାଉଛି।

ମେଷ ରାଶି:

ଧନ-ଲାଭ ହେବ, ଯାହାଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଜୀବନସାଥୀ ସହିତ ସମୟ ବିତାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ।

କର୍କଟ ରାଶି:

ଆର୍ଥିକ ପକ୍ଷ ଦୃଢ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବାରେ ଲାଭଦାୟକ ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ମାନ-ସମ୍ମାନ ମିଳିବ। ପଦ-ପ୍ରତିଷ୍ଠା ବୃଦ୍ଧି ହେବାର ଯୋଗ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବ।

କନ୍ୟା ରାଶି:

ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। ଆର୍ଥିକ ପକ୍ଷ ଦୃଢ ହେବ। ମାନ-ସମ୍ମାନ ଏବଂ ପ୍ରତିଷ୍ଠା-ପଦବୀରେ ବୃଦ୍ଧି ଘଟିବ। ବୈବାହିକ ଜୀବନ ସୁଖମୟ ହେବ। ଚାକିରି ଏବଂ ବ୍ୟବସାୟରେ ଲାଭ ଯୋଗ ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ