ଖେଳ ଦେଶ ବିଦେଶ

ଅଲଗା ହେଲେ ଋଷଭ ପନ୍ତ-ଉର୍ବଶୀ ରୌତେଲା, ହ୍ୱାଟସ୍‌ଅପରେ ପରସ୍ପରକୁ କଲେ ବ୍ଲକ୍

ନୂଆଦିଲ୍ଲୀ ୩୧/୧୨: କ୍ରିକେଟର ଋଷଭ ପନ୍ତ ଏବଂ ମିସ୍ ଦିଭା ୟୁନିଭର୍ସ ଉର୍ବଶୀ ରୌତେଲା ଉଭୟ ଭାରତର ପ୍ରସିଦ୍ଧ ଷ୍ଟାରଙ୍କ ମଧ୍ୟରେ ସାମିଲ। କିଛି ସମୟ ପୂର୍ବରୁ ଏହି ଦୁଇ ଷ୍ଟାରଙ୍କ ନାମ ଯୋଡା ହୋଇଥିଲା। ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। କିନ୍ତୁ ଦୁଇ ଷ୍ଟାର୍ ସେମାନଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିବା ପୂର୍ବରୁ, ସେମାନଙ୍କ ବ୍ରେକଅପ୍ ହୋଇଗଲା।

ପ୍ରଶଂସକ ଏହି ଦୁଇଜଣଙ୍କ ଡେଟରେ ଯେତିକି ଖୁସି ଥିଲେ, ସେମାନଙ୍କ ଅଲଗା ହେବାକୁ ନେଇ ସେତିକି ଦୁଃଖିତ। ସୂଚନା ଅନୁଯାୟୀ, ଉଭୟେ ପରସ୍ପରଠାରୁ ନିଜକୁ ଅଲଗା କରି ହ୍ୱାଟସ୍‌ଅପରେ ବ୍ଲକ୍ କରିଦେଇଛନ୍ତି। ମିଡିଆ ରିପୋର୍ଟରେ ସେମାନଙ୍କ ଅଲଗା ହେବାର ଖବର ନିଶ୍ଚିତ ହୋଇଛି। ତେବେ ଋଷଭ-ଉର୍ବଶୀଙ୍କ ବ୍ରେକଅପ୍ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଋଷଭ-ଉର୍ବଶୀ ପରସ୍ପରକୁ ହ୍ୱାଟସ୍ ଅପରେ ବ୍ଲକ୍ କରିବା ଖବର ପ୍ରଶଂସକଙ୍କୁ ଚକିତ କରିଛି ଏବଂ ଉଭୟଙ୍କ ପ୍ରଶଂସକ ଅତ୍ୟନ୍ତ ନିରାଶ ହୋଇଛନ୍ତି। ପ୍ରଶଂସକ ଆଶା କରିଥିଲେ ଖୁବ୍ ଶୀଘ୍ର ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ହୋଇଯିବ କିନ୍ତୁ ଉଭୟେ ଅଲଗା ହୋଇଯାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ