ଖେଳ

ଅର୍ଜୁନ ପୁରସ୍କାର ବିଜେତା ଟେବୁଲ ଟେନିସ ଖେଳାଳି ଭି. ଚନ୍ଦ୍ରଶେଖରଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ ୧୨/୫: ଦୈନିକ ହଜାର ହଜାର ସଂଖ୍ୟାରେ ଜୀବନ ନେଉଛି କିଲର ଭାଇରସ । ନେତା, ଅଭିନେତାଙ୍କ ସହ କ୍ରିଡୀବିତ ବି କରୋନା କବଳରୁ ବଞ୍ଚିପାରୁନାହଁନ୍ତି । ଏବେ ପୁଣି ଜଣେ ଖେଳାଳୀ କରୋନାରେ ପ୍ରାଣ ହରାଇଛନ୍ତି । ସେ ହେଉଛନ୍ତି ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରତର ପୂର୍ବତନ ଟେବୁଲ ଟେନିସ ଖେଳାଳି ଭି ଚନ୍ଦ୍ରଶେଖର ।

ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ କିଛିଦିନ ତଳେ ସରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ଏବେ ତାଙ୍କ ପତ୍ନୀ ଏବଂ ଗୋଟିଏ ଅଛନ୍ତି । ଚେନ୍ନାଇରେ ଜନ୍ମିତ ଚନ୍ଦ୍ରଶେଖର, ତିନି ତିନି ଥର ଜାତୀୟ ଚାମ୍ପିଅନ୍ ହୋଇଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ