ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

‘ଅଫଲାଇନ୍ ପରୀକ୍ଷା ବାତିଲ କର, ସେମିଷ୍ଟାର ଆଧାରରେ ରେଜଲ୍ଟ ଦିଅ

ଭଦ୍ରକ ୧୦।୨: କ୍ବାର୍ଟର ପରୀକ୍ଷା ଫଳ ଅନୁଯାୟୀ ରେଜଲ୍ଟ ଘୋଷଣା କର । ଅଫଲାଇନ ପରୀକ୍ଷା ବାତିଲ କର । ଏମିତି କିଛି ଦାବି ନେଇ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓଭରବ୍ରିଜ୍ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କ୍ବାର୍ଟର ପରୀକ୍ଷା ଫଳ ଆଧାରରେ ପରୀକ୍ଷା ଫଳ ଘୋଷଣା ଦାବି କରିଛନ୍ତି । ତେବେ ଏନେଇ ଶିକ୍ଷାମନ୍ତ୍ରୀଙ୍କୁ ପୂର୍ବରୁ ଦାବି ଜଣାଇଥିଲେ ମଧ୍ୟ ସୁଫଳ ମିଳିନଥିବାରୁ ରାସ୍ତାରୋକ କରିଛନ୍ତି । ଅତିରିକ୍ତ ଏସପିଙ୍କ ସହ ପୋଲିସ ଟିମ୍ ପହଞ୍ଚି ବୁଝାସୁଝା କରୁଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି