ଦେଶ ବିଦେଶ ମନୋରଞ୍ଜନ

‘ଅନ୍ତିମ’ରେ ସଲମାନଙ୍କ ପ୍ରେମିକା ହେବେ ପ୍ରଜ୍ଞା

ବି’ ଟାଉନ୍‌ର ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ଚଳଚ୍ଚିତ୍ରରେ ଦକ୍ଷିଣୀ ଷ୍ଟାର୍ ପ୍ରଜ୍ଞା ଜୟସ୍ବାଲ୍ ତାଙ୍କ ପ୍ରେମିକା ଭାବେ ଅଭିନୟ କରିବେ। ଫିଲ୍ମ ନିର୍ମାତା ଆୟୁଷ ଶର୍ମାଙ୍କ ସହ ମିଶି ନିଜେ ସଲମାନ୍ ଏହି ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମରେ ଶିଖ୍ ଭୂମିକାରେ ନଜରରେ ଆସିବେ ସଲମାନ୍। ଦକ୍ଷିଣ ଫିଲ୍ମ ଜଗତରେ ଜଣାଶୁଣା ଅଭିନେତ୍ରୀ ପ୍ରଜ୍ଞା ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବେ। ୨୦୧୪ରେ ସେ ‘ବିରାଟ୍ଟୁ ଆଇ ଡେଗା’ ଚଳଚ୍ଚିତ୍ରରେ ଅଭିନୟ କରି ତେଲୁଗୁ ଫିଲ୍ମ ଫେୟାର ଆ​ଵାର୍ଡ ପାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ