ଦେଶ ବିଦେଶ ମନୋରଞ୍ଜନ

ଅନନ୍ୟା ପାଣ୍ଡେଙ୍କୁ ଘାରିଲା ‘ପୁଷ୍ପା’ର କ୍ରେଜ୍, ହୋଟେଲ୍‌ ରୁମ୍‌ରୁ ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଳୀ ୦୬।୦୬ : ଫ୍ୟାଶନ୍ ହେଉ ବା ଅଭିନୟ କି ଡ୍ୟାନ୍ସ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅନନ୍ୟା ପାଣ୍ଡେ। ତାଙ୍କ ଷ୍ଟାଇଲ୍‌ , ଲୁକ୍‌ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ସେ ଆଇଫା ଆୱର୍ଡରେ ଟ୍ରାଡିସନାଲ ଲୁକ୍‌ରେ ଜଲୱା ଦେଖାଇଥିଲେ। ନଜର ଆସିଥିଲେ । ଆୱାର୍ଡର ରେଡ୍‌ କାର୍ପେଟ୍‌ରେ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଏବଂ ସାରା ଅଲି ଖାନଙ୍କ ଘନିଷ୍ଠ ବନ୍ଧୁତା ଦେଖିବାକୁ ମିଳିଥିଲା । କେବଳ ଏତିକି ହିଁ ନୁହେଁ ଦୁହିଁଙ୍କର ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ।

କହିବାକୁ ଗଲେ ଉଭୟ ପ୍ରାୟତଃ ସମୟ ଏକାଠି ବୁଲୁଥିବାର ଦେଖିବାକୁ ମିଳେ । ହେଲେ ଆଇଫା ଆୱର୍ଡ ସରିବା ପରେ ଅନନ୍ୟା ପୁଷ୍ପା ଫିଲ୍ମର ସାମି ସାମି ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲେ। ଯାହାର ଭିଡିଓ ଅଭିନେତ୍ରୀ ସାରା ଅଲି ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସମାନେ ଖୁବ୍‌ ପ୍ରଶଂସା କରୁଛନ୍ତି ।

କହିବାକୁ ଗଲେ IIFA ଆୱର୍ଡ ୨୦୨୨ରେ ସର୍ଦ୍ଦାର ଉଦାମଙ୍କ ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ବିକି କୌଶଲଙ୍କୁ ମିଳିଥିବା ବେଳେ କ୍ରିତି ସାନନଙ୍କୁ ମିମି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ମିଳିଛି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ