ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଙ୍ଗାର ବୋଝେଇ ଅଟୋ ଜବତ, ଜଣେ ଅଟକ

ରାମଚନ୍ଦ୍ରପୁର, : ରାମଚନ୍ଦ୍ରପୁର ଥାନା ଖଡ଼ିକାଶୁଳବାହାଳି ଛକରୁ ଆଜି ଅପରାହ୍‌ଣରେ ବନ ବିଭାଗ ଏକ ବେଆଇନ ଅଙ୍ଗାର ବୋଝେଇ ଡାଲାଅଟୋ ଜବତ କରିବା ସହ ଜଣକୁ ଅଟକ ରଖିଛି। ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲି ଗ୍ରାମରୁ ଏକ ଡାଲାଅଟୋ (ଓଡି-୦୪-ଏଫ୍-୦୪୧୧)ରେ ୧୭ ବସ୍ତା ଅଙ୍ଗାର ବୋଝେଇ ହୋଇ ପାଣିକୋଇଲି ଯାଉଥିଲା।

ଖବର ପାଇ ବନପାଳ ମଳୟ କୁମାର ସାହୁ, ଫରେଷ୍ଟ ଗାର୍ଡ ଅବିନାଶ ପରିଡ଼ା, ବନରକ୍ଷୀ କୃପାସିନ୍ଧୁ ପେରେଇ ପିଛା କରି ଖଡ଼ିକାଶୁଳବାହାଳି ଛକରେ ଗାଡ଼ି ଅଟକାଇ ଥିଲେ। ଅଟୋ ସହ ଅଙ୍ଗାର ଜବତ କରିଛନ୍ତି। ଚାଳକ ପାଣିକୋଇଲି ଥାନା ସୋତି ଗ୍ରାମର ଅମୂଲ୍ୟ ଦାଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।