କଳା ଓ ସଂସ୍କୃତି ଧର୍ମ

ଅଗରତାଲାରେ ନିଆରା କୁମାରୀ ପୂଜା, ୭ ବର୍ଷର ନାବାଳିକାକୁ ପୂଜା ସହ ଆଶିଷ ଭିକ୍ଷା କଲେ ଭକ୍ତ

ତ୍ରିପୁରା ୧୪/୧୦: ସବୁଠି ମାଆଙ୍କ ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ସାରା ଦେଶରେ ପୂଜା ପାଉଛନ୍ତି ମହାମାୟା । ତେବେ ବିଭିନ୍ନ ସ୍ଥାନରେ ପୂଜା କିଛି ଖାସ୍ ଜିନିଷ ଦେଖିବାକୁ ମିଳିଥାଏ । ଗତକାଲି ମହାଷ୍ଟମୀରେ ତ୍ରିପୁରା ଅଗରତାଲାରେ ଦେଖିବାକୁ ପାରମ୍ପରିକ କୁମାରୀ ପୂଜାର ମାହୋଲ ।

ଭକ୍ତମାନେ ୭ ବର୍ଷର ନାବାଳିକାଙ୍କୁ ‘କୁମାରୀ ବେଶରେ ସଜାଇ ମାଆ ଦୁର୍ଗାଙ୍କ ରୂପେ ପୂଜା କରିଥିଲେ । କାରଣ ସେଠାରେ ପାଳ ହୋଇଥିଲା କୁମାରୀ ପୂଜା । ଯାହା ପାରମ୍ପାରିକ ଭାବରେ ନାରୀତତ୍ତ୍ୱର ଆତ୍ମା ​​ପାଳନ କରିବା ପାଇଁ କରାଯାଏ । ପୂଜା’ର ଅଂଶ ଭାବରେ ପ୍ରଣାମ କରିବା ସହ ଆଶିଷ କାମନା କରିଥିଲେ ଭକ୍ତ । ଆୟୋଜକ ବାସୁଦେବ ମହାରାଜ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଏଠାରେ କୁମାରୀ ପୂଜା ଆରମ୍ଭ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ