ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ୫ ଟି ସଚିବ ଭି.କେ ପାଣ୍ଡିୟାନ ଗସ୍ତରେ ଆସି ପ୍ରଥମେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ଗ୍ରାମକୁ ଯାଇ ତାଙ୍କ ସମାଧୀ ପୀଠକୁ ଯାଇ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣଙ୍କ ସହିତ ସାକ୍ଷାତ୍ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ତତ୍ପରେ ମହୁଲଡିହାସ୍ଥିତ ବଡବନ୍ଧ ଠାରେ ଏକ ସଭାରେ ଯୋଗଦେଇ ବନ୍ଧର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ତଦାରଖ୍ କରିଥିଲେ । ଶେଷରେ ମହୁଲଡିହାସ୍ଥିତ ଡାକବଙ୍ଗଳାଠାରେ ପହଂଚି ସେଠାରେ ବିଭିନ୍ନ ଦଳ,ବର୍ଗ,ସମ୍ପ୍ରଦାୟର ଲୋକଙ୍କ ସହିତ ଆଲୋଚନା କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ରାଇରଙ୍ଗପୁର ଅଂଚଳର ବିଭିନ୍ନଉନ୍ନୟମ ମୂଳକ କାର୍ଯ୍ୟ କରାଯିବା ପରେ ଅନ୍ୟ ଅଂଚଳର କରାଯିବ ବୋଲି ପ୍ରକାଶ କରିଛନ୍ତି । ଆସନ୍ତାକାଲି ସକାଳୁ ବାରିପଦା ଅଭିମୂଖେ ଗସ୍ତ କରିବେ ବୋଲି ସୂଚନା ମିଳିଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l