ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୩ ଗିରଫ ସହ ୧୦୫ କେଜି ଗଞ୍ଜେଇ ଜବତ

କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଣି ବଡ଼ ସଫଳତା ପିକଅପ୍ ଡାଲା ଗାଡ଼ି ସହ ୧୦୫ କେଜି ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ପୁଲିସ ଏଥିସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଖରିଫ ଅଭିଯୁକ୍ତ କୁମାର ମଣ୍ଡଳ ,ରାମଯାନ ଖାନ ପଶ୍ଚିମବଙ୍ଗ ଓ ଟୁନା ପ୍ରଧାନ ବାଦଗଡ୍ ଗଞ୍ଜାମ । ଗତ କାଲି ସକାଳ ୧୦ ଟା ସମୟରେ ଫିରିଙ୍ଗିଆ ପୋଲିସ କୁ ଗଞେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିବା ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ଟିମ ପାଙ୍ଗା ଉପରସାହି ପଞ୍ଚାୟତ ମାଲା ଗ୍ରାମ ନିକଟ ରାସ୍ତା ରେ ଛପି ରହିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ୍ ଡାଲା ଗାଡ଼ି କୁ ଅଟକାଇ ତନଖି ପରେ ସେଥିରେ ଗଞେଇ ଥିବା ଜଣାପଡିଥିଲା । ଫିରିଙ୍ଗିଆ ଥାନା ରେ ଏନେଇ ୧୦୧/୨୨ ମାମଲା ରୁଜୁ ହୋଇ ଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ସ୍ବଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।