ଦେଶ ବିଦେଶ ମନୋରଞ୍ଜନ

୨୫୦ କୋଟିର ଅଫର୍‌କୁ ଭାଇଜାନଙ୍କ ନା’

ବଲିଉଡ୍‌ର ଦବଙ୍ଗ ଖାନ୍‌ ଫିଲ୍ମ ଦୁନିଆରେ ନିଜର ଦବଦବା ବଜାୟ ରଖିଥିବା ବେ‌ଳେ ଏଥର ସେ ଏକ ଲୋଭନୀୟ ଅଫରକୁ ହାତଛଡ଼ା କରି ଚର୍ଚ୍ଚାକୁ ଆସିଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’କୁ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ କରାଇବା ପାଇଁ ସଲମାନ୍‌ଙ୍କୁ ୨୫୦ କୋଟି ଟଙ୍କାର ଅଫର୍ ଆସିଥିଲା। ମାତ୍ର ସେ ତାକୁ ଶୁଣିବା ମାତ୍ରେ ପ୍ରତ୍ୟାଖ୍ୟାନ କରିଥିଲେ। ଫିଲ୍ମ ‘ରାଧେ’କୁ ବଡ଼ ପରଦାରେ ରିଲିଜ୍ କରାଇବେ ବୋଲି ସେ କହିଛନ୍ତି। ରାଧେର ନିର୍ଦ୍ଦେଶକ ପ୍ରଭୁ ଦେବା ମଧ୍ୟ ଏହାକୁ ଡିଜିଟାଲ୍ ପ୍ଲାଟ୍‌ଫର୍ମ ପରିବର୍ତ୍ତେ ହଲ୍‌ରେ ମୁକ୍ତିଲାଭ କରାଇବେ ବୋଲି ସ୍ପଷ୍ଟ କରିଛନ୍ତି। ରାଧେ ଆଗାମୀ ଇଦ୍‌ରେ ରିଲିଜ୍ ହେବାର ସମ୍ଭାବନା ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ