ଦେଶ ବିଦେଶ ମନୋରଞ୍ଜନ

ହାର୍ଟ-ସେପ୍ ଟାଟୁ ଦେଖାଇଲେ ଜ୍ୟାକଲିନ୍

କରୋନାର ଦ୍ବିତୀୟ ଲହର ପାଇଁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ବର୍ତ୍ତମାନ ‘ରାମସେତୁ’ ଚଳଚ୍ଚିତ୍ରରୁ ବିରତି ନେଇଛନ୍ତି। ହାତରେ ଅନ୍ୟ କିଛି କାମ ନଥିବାରୁ ସେ ନିଜ ଶରୀରରେ ଏକ ନୂଆ ଟାଟୁର ଖୋଦେଇ ପାଇଁ ଯୋଜନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ପୋଷ୍ଟରୁ ପ୍ରଶଂସକମାନେ ଏପରି ଅନୁମାନ କରିଛନ୍ତି। ଫଟୋ‌‌ରେ ଜ୍ୟାକଲିନ୍‌ ଏକ ବିକିନି ପିନ୍ଧିଥିବା ବେଳେ ତାଙ୍କ କାନ୍ଧ ପଛପାର୍ଶ୍ବରେ ଏକ ହାର୍ଟ ସେପ୍ ଟାଟୁ ରହିଛି। ଜ୍ୟାକଲିନ୍‌ଙ୍କ ଏହି ପୋଷ୍ଟଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ଜ୍ୟାକଲିନ୍‌ଙ୍କର ଏହି ମିରର୍ ସେଲ୍‌ଫିରେ ଦେଖିବାକୁ ମିଳିଥିବା ଟାଟୁଟି କପିଙ୍ଗ୍ ଥେରାପିରେ ତିଆରି ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଦିଶା ପଟ୍ଟାନୀ ମଧ୍ୟ ଏହି ଥେରାପିରେ ଟାଟୁ କରାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ