ଦେଶ ବିଦେଶ ମନୋରଞ୍ଜନ

ହଲିଉଡର ପ୍ରସିଦ୍ଧ ଅଭିନେତା ଏଡି ହେସଲଙ୍କ ପରଲୋକ : ପ୍ରେମିକାଙ୍କ ଘର ବାହାରେ ଗୁଳି କରି ହତ୍ୟା କଲା ଦୁର୍ବୃତ୍ତ

ଟେକ୍ସାସ ୩/୧୧: ଫିଲ୍ମ ‘ଦି କିଡସ୍ ଆର ଅଲ୍ ରାଇଟ୍’ର ଅଭିନେତା ଏଡ୍ଡି ହେସଲଙ୍କ ଟେକ୍ସାସରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୩୦ବର୍ଷ ହୋଇଥିଲା।

ଟେକ୍ସାସର ଗ୍ରାଣ୍ଡ ପ୍ରେରୀରେ ତାଙ୍କ ପ୍ରେମିକାଙ୍କ ଘର ବାହାରେ ଶନିବାର ବିଳମ୍ବିତ ରାତିରେ ଗୋଟାଏରେ ହେସଲରେ ପେଟରେ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ଘଟଣା ସମୟରେ ତାଙ୍କ ପ୍ରେମିକା ଘରେ ଥିଲେ କିନ୍ତୁ ସେ ଆକ୍ରମଣକାରୀଙ୍କୁ ଚିହ୍ନିପାରିନଥିଲେ। ପୋଲିସ୍ ମାମଲାର ତଦନ୍ତ କରୁଛି। ଏବେ ସୁଦ୍ଧା ଏହି ମାମଲାରେ କୌଣସି ଗିରଫ ହୋଇ ନାହିଁ।


ଟେକ୍ସାସ ବାସିନ୍ଦା ହେସଲ୍ ୨୦୦୦ରୁ ୨୦୧୦ ମଧ୍ୟରେ ଅନେକ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ