ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସ୍ୱିମ୍‌ସୁଟରେ ମୋନାଲିସାଙ୍କ ସୁନ୍ଦର ଅନ୍ଦାଜ, କିଛି ମିନିଟ୍ ରେ ଭାଇରାଲ୍ ହେଲା ସୁନ୍ଦରୀଙ୍କ ସୁନ୍ଦର ଫଟୋ

ନୂଆଦିଲ୍ଲୀ ୦୫/୧୦: ଭୋଜପୁରୀ ଇଣ୍ଡଷ୍ଟ୍ରିର ସୁନ୍ଦର ତଥା ବୋଲ୍ଡ ଅଭିନେତ୍ରୀ ମୋନାଲିସା ଏବେ ଦେଶ ବାହାରେ ତାଙ୍କ ଭ୍ୟାକେସନ୍ ଏଞ୍ଜଏ କରୁଛନ୍ତି। ସମ୍ପ୍ରତି, ମୋନାଲିସା ପ୍ରଶଂସକଙ୍କ ସହ ସ୍ୱିମ୍ ସୁଟ୍ ରେ ଅନେକ ଫଟୋ ସେୟାର କରିଛନ୍ତି। ମୋନାଙ୍କ ସ୍ୱତନ୍ତ୍ର ଷ୍ଟାଇଲ୍ ଦେଖି ପ୍ରଶଂସକ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ମୋନାଲିସା ଲେଖିଛନ୍ତି, “ନୂତନ ମାସ, ନୂତନ ଆରମ୍ଭ, ନୂତନ ମାନସିକତା, ନୂତନ ଧ୍ୟାନ, ନୂତନ ଫଳାଫଳ। ହ୍ୟାଲୋ ଅକ୍ଟୋବର।” ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାର ଲାଗିଛି। ଫ୍ୟାନ୍ସ ମୋନାଲିସାଙ୍କ ଲୁକ୍‌ ଓ ଷ୍ଟାଇଲକୁ ଖୁବ୍ ପ୍ରଶଂସା କରୁଛନ୍ତି।

ମୋନାଲିସା ଭୋଜପୁରୀ ଫିଲ୍ମ ସହିତ ହିନ୍ଦୀ ଏବଂ ବଙ୍ଗଳା ଫିଲ୍ମରେ ମଧ୍ୟ ଭଲ ନାମ କମାଇଛନ୍ତି। ନିଜ ଦମ୍‌ରେ ସେ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ