ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱାଭାବିକ ହୋଇପାରେ ଟିକାକରଣ: ଆସୁଛି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା

ଭୁବନେଶ୍ୱର ୧୨/୪: ଆଜି ରାଜ୍ୟରେ ଆସି ପହଞ୍ଚିବ ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ବନ୍ଦ ରହିଛି । ଆଜି ଟିକା ଆସି ପହଞ୍ଚିବା ପରେ ପୁଣି ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ରହିଛି ।

ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ପ୍ରାୟ ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ରରେ କାର୍ଯ୍ୟକ୍ଷମ ହେଉଛି । ଭୁବନେଶ୍ୱର ସମେତ ୮ଟି Work placeରେ ଟିକାକରଣ ଜାରି ରହିଛି । ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ୱରରେ ଚାଲିଛି ଟିକାକରଣ । ଗତ ଶନିବାର ରାଜ୍ୟକୁ ଆସିଥିଲା ଅଢେଲ ଲକ୍ଷ ଟିକା । ରାଜ୍ୟ ସରକାର ୨୫ ଲକ୍ଷ ଟିକା ପାଇଁ ଡ଼ିମାଣ୍ଡ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ