ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ୍‌ କୁନ୍ଦ୍ରା, ଆକାଉଣ୍ଟ ରହିଛି ପ୍ରାଇଭେଟ୍‌

ନୂଆଦିଲ୍ଲୀ୧୫।୦୧ : ବହୁ ବାଦ ବିବାଦ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଫସି ହୋଇ ଗିରଫ ହୋଇଥିଲେ ରାଜ୍‌ । ଏହାପର ଠାରୁ ସେ ଖୁବ୍‌ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ସମାଲୋଚନା ଠାରୁ ଡରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବହୁ ଦିନ ପରେ ସବୁ କିଛି ଧିରେ ଧିରେ ଠିକ୍‌ ହେବା ପରେ କଥା ଶାନ୍ତ ହେବା ସେ ତାଙ୍କ କାମକୁ ଫେରିଥିଲେ । ନିକଟରେ ତାଙ୍କୁ ଶିଳ୍ପାଙ୍କ ସହ ମନ୍ଦିର ଦର୍ଶନ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ।

ପ୍ରଥମେ ଶିଳ୍ପା ସୋସିଆଲ ମିଡିଆକୁ ଫେରିଥିବା ବେଳେ ପରେ ଜେଲରୁ ମୁକୁଥିଲେ ରାଜ୍‌ । ପୂର୍ବରୁ ଆକାଉଣ୍ଟ ପ୍ରଥମେ ସେ ନଜର ଆକାଉଣ୍ଟ ଡିଲିଟ୍‌ କରିଥିବା ବେଳେ ଏବେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି। ସେ କେବଳ ଜଣଙ୍କୁ ଫଲୋ କରୁଛନ୍ତି। ଏପରିକି ସେ ଏହାକୁ ପ୍ରାଇଭେଟ୍‌ ରଖିଥିବା ନେଇ ଦେଖିବାକୁ ମଧ୍ୟ ମିଳିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ