ଦେଶ ବିଦେଶ ମନୋରଞ୍ଜନ

ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, Bitcoinର ଭିଡିଓ ଅପଲୋଡ କଲା ହ୍ୟାକର

ନୂଆଦିଲ୍ଲୀ: ଦେଶ ଦୁନିଆରେ ଲୋକପ୍ରିୟ ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍ ହୋଇଛି । ଟ୍ୱିଟରରେ ସଞ୍ଜୀବ କପୁର ଏହାର ସୂଚନା ଦେବା ସହ କହିଛନ୍ତି ଯେ, ମୋର ଚ୍ୟାନେଲ Sanjeev Kapoor Khazana ହ୍ୟାକ୍ ହୋଇଛି । ସଞ୍ଜୀବ କପୁରଙ୍କ ଏହି ୟୁଟ୍ୟୁବ ଚ୍ୟାନେଲରେ ୭.୮୨ ମିଲିୟନ୍ ବା ୬୮ ଲକ୍ଷ ସବ୍ସକ୍ରାଇବର ଅଛନ୍ତି । ବର୍ତ୍ତମାନ ଟେକ୍ନିକାଲ ଟିମ୍ ଏହ ଉପରେ କାମ କରୁଛି ।

ତେବେ ସେଫ୍ ସଞ୍ଜୀବ କପୁର ନିଜ ୟୁଟ୍ୟୁବ ଚ୍ୟାନେଲ Sanjeev Kapoor Khazanaର ଶୁଭାରମ୍ଭ ୨୦୧୯ ଜୁଲାଇ ୨୯ରୁ କରିଥିଲେ । ଏହି ଚ୍ୟାନେଲରେ ସେ ନୂଆ ନୂଆ ଡିସର ଭିଡିଓ ଅପଲୋଡ କରନ୍ତି । ସଞ୍ଜିବ କପୁର ଖାଜାନା ମଧ୍ୟ ବହୁତ ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଓ ତାଙ୍କର ୬୮ ଲକ୍ଷ ସବ୍ସକ୍ରାଇବର ଅଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ