ଦେଶ ବିଦେଶ ମନୋରଞ୍ଜନ

ସୁନ୍ଦରତାରେ ମା’ ରବୀନା ଟଣ୍ଡନଙ୍କୁ ଟକ୍କର ଦିଅନ୍ତି ଝିଅ ରାଶା, ତାଙ୍କ ସାମ୍ନାରେ ଫିକା ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ ୦୮/୦୩ : ସେ ନିଜ ଆଖିରେ ହଜାର ହଜାର ଫ୍ୟାନଙ୍କୁ ପାଗଳ କରୁଥିଲେ। ଅଭିନୟ ଯେମିତି ସୁନ୍ଦର ବି ସେମିତି। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ଆଜି ବି ସେହି ଚମକ୍। ତାଙ୍କୁ ଦେଖିଲେ କେହି କହିବେନି ଯେ, ସେ ୪ଟି ପିଲାର ମା’। ତେବେ ମା ଯଦି ଏତେ ସୁନ୍ଦର ତାହେଲେ ପିଲାମାନେ ବି ସୁନ୍ଦର ହେବା ସ୍ୱାଭାବିକ କଥା। ତେଣୁ ତାଙ୍କ ପିଲାମାନେ ବି ତାଙ୍କ ଭଳିଆ ସୁନ୍ଦର। ଖାସ କରି ତାଙ୍କ ଝିଅ ରାଶା ଠଡାନୀ, ୧୬ ବର୍ଷ ବୟସରେ ସୁନ୍ଦରତାରେ ସେ ତାଙ୍କ ମାଙ୍କୁ ଦେଉଛନ୍ତି ଟକ୍କର। ସୋସିଆଲ ମିଡିଆରେ ରାଶାଙ୍କ ସୌନ୍ଦର୍ଯ୍ୟର ଖୁବ୍‌ ପ୍ରଶଂସା କରାଯାଉଛି।

ରବିନା ୨୦୦୪ରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର କମ୍ପାନୀ AA Films ଅନୀଲ ଠଡ଼ାନୀଙ୍କୁ ବିବାହ କରିଥିଲେ। ତାଙ୍କର ୨ ପିଲା । ଗୋଟିଏ ପୁଅ ଗୋଟିଏ ଝିଅ ରାଶା। ଆଉ ୨ଜଣ ଝିଅଙ୍କୁ ସେ ଆଡପ୍ଟ କରିଛନ୍ତି।

ରବିନାଙ୍କ ଛୋଟ ଝିଅ ରାଶା ଏବେ ବଡ଼ ହୋଇଯାଇଛନ୍ତି। ଆଉ ଗ୍ଲାମରସ୍‌ ରେ ବଡ଼ ବଡ଼ ହିରୋଇନଙ୍କୁ ଟକ୍କର ଦେଉଛନ୍ତି। ରାଶା ଠଡାନୀ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସେ ଅନେକ ସମୟରେ ଇନଷ୍ଟାଗ୍ରାମରେ ନିଜ ହଟ୍‌ ଏବ ସେକ୍ସି ଫଟୋ ସେୟାର କରିଥାନ୍ତି।

ତାଙ୍କ ଫ୍ୟାସନ୍ ଓ ଷ୍ଟାଇଲକୁ ଦେଖି ଲୋକେ ଆଶ୍ଚର୍ଯ୍ୟ। ଇନଷ୍ଟାରେ ରାଶାଙ୍କର ଜବରଦସ୍ତ ଫ୍ୟାନ୍‌ ଫଲୋଅର୍ସ। ସେଥିପାଇଁ ସେ ଫଟୋ ପୋଷ୍ଟ କରିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଏ।

କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରବୀନାଙ୍କ ସୁନ୍ଦରୀ ଝିଅ ରାଶା ଅଭିନୟ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେ ମ୍ୟୁଜିକ୍ ଲଭର୍‌। ଗୀତ ଗାଇବା ସହ ସଙ୍ଗୀତ ଇନଷ୍ଟ୍ରୁମେଣ୍ଟ ବଜାଇବା ବି ପସନ୍ଦ କରନ୍ତି। କିନ୍ତୁ ରାଶାଙ୍କ ଫ୍ୟାନ୍‌ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହାଁନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ