କଳା ଓ ସଂସ୍କୃତି ଧର୍ମ

‘ସାବିତ୍ରୀ’କୁ ଥରେ କି ଦି’ଥର ନୁହେଁ, ଅଠର ଥର ପୁନର୍ଲିଖନ କରିଥିଲେ ମହାଯୋଗୀ ଶ୍ରୀଅରବିନ୍ଦ

୧୯୫୦ ମସିହା ଡିସେମ୍ବର ୫ ତାରିଖ, ଶ୍ରୀଅରବିନ୍ଦଙ୍କର ପୁଣ୍ୟ ପ୍ରୟାଣ ଦିବସ। ଆମ ଦେଶର ଏହି ମହାନ ଦାର୍ଶନିକ, ଯୋଗୀ, ଗୁରୁ, କବି, ଜାତୀୟତାବାଦୀ ବିପ୍ଳବୀଙ୍କର ଆବିର୍ଭାବ ଘଟିଥିଲା ୧୫ ଅଗଷ୍ଟ, ୧୮୭୨ରେ। ମହାକାବ୍ୟ ‘ସାବିତ୍ରୀ’ ତାଙ୍କର ଶ୍ରେଷ୍ଠ କୃତି ଭାବରେ ସ୍ୱୀକୃତ। କିନ୍ତୁ ଅନେକଙ୍କୁ ହୁଏତ ଅଜଣା ଯେ ଏହି ଅସାମାନ୍ୟ କାବ୍ୟକୃତିକୁ ସେ ଦୀର୍ଘ ପ୍ରାୟ ୫୦ ବର୍ଷ ଧରି ଲେଖୁଥିଲେ। ଥରେ କି ଦି’ଥର ନୁହେଁ- ଅଠର ଥର ସେ ତାହାର ପୁନର୍ଲିଖନ କରିଥିଲେ।

ନିରଦବରଣ ତାଲୁକଦାର ନାମକ ଜଣେ ଶିଷ୍ୟ ଥରେ ତାଙ୍କୁ ଏ ସଂପର୍କରେ ପଚାରିଥିଲେ- “ଆମେ ଅନେକ ସମୟରେ ବିସ୍ମିତ ହେଉ ଯେ ଆପଣଙ୍କ ପରି ଜଣେ ସିଦ୍ଧସାଧକ କାହିଁକି ବାରମ୍ବାର ‘ସାବିତ୍ରୀ’ର ପୁନର୍ଲିଖନ କରୁଥିଲେ? ଆପଣଙ୍କର ସବୁ ଅନ୍ତଃପ୍ରେରଣା ତ ସଂପୂର୍ଣ୍ଣ ରୂପେ ଆପଣଙ୍କର ନିୟନ୍ତ୍ରଣରେ! ତାହା ସତ୍ତ୍ୱେ, ଏପରି ବାରମ୍ବାର ପୁନର୍ଲିଖନର କି ପ୍ରୟୋଜନ ବା ଆପଣଙ୍କ ପାଇଁ ଥିଲା?”

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ