ଅପରାଧ ରାଜ୍ୟ

ସହିଦ ନଗର ଥାନା ଘେରିଲେ ସଫେଇ କର୍ମଚାରୀ, ମହିଳା ବାସିନ୍ଦା ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର ୧୬।୦୫ : ସହିଦ ନଗର ଥାନା ଘେରିଲେ ବିଏମ୍‌ସି ସଫେଇ କର୍ମଚାରୀ । ମହିଳା ସଫେଇ କର୍ମଚାରୀଙ୍କ ଜଣେ ବାସିନ୍ଦା ପିଟିଥିବା ଅଭିଯୋଗରେ ଥାନା ଘେରାଉ ହୋଇଛି ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ । ମହିଳା ସଫେଇ କର୍ମଚାରୀ ଜଣଙ୍କ ଉପରୁ ମଇଳା ନଫୋଫାଡି ତଳେ ରଖିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେଠାକାର ମହିଳା ବାସିନ୍ଦା ଜଣଙ୍କ ମାଡ ମାରିଥିବା ଅଭିଯୋଗ ହେଇଛି । ଏହି ଘଟଣା ପରେ ସମସ୍ତ ସଫେଇ ମହିଳା କର୍ମଚାରୀ ସହଦିନଗର ଥାନା ଘେରାଉ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।