ଧର୍ମ ରାଜ୍ୟ

ସରିଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, କୋଭିଡ଼ କଟକଣା ଲାଗି ପ୍ରସାଦ ସେବନ ବନ୍ଦ

ଭଦ୍ରକ ୧୦।୧୧: ସରିଲା ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ । ଶେଷ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା ପଦ୍ମ ଉପରେ ଉପବେଶନ କରିଥିବା ବେଳେ ଧବଳ ହସ୍ତୀ ବାହାନ ରୂପରେ ରହିଛନ୍ତି । ଏହି ବେଶ ଧାରଣ କଲେ ଧନ-ଧାନ୍ୟରେ ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି । ଏହି ଅବସରରେ ଆୟୋଜିତ ବିଶ୍ୱ ଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ମଧ୍ୟ ହୋଇଛି । କୋଭିଡ଼ କଟକଣା ପାଇଁ ଏଥର ମଧ୍ୟ ପ୍ରସାଦ ସେବନକୁ ବନ୍ଦ ରଖାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ