ଧର୍ମ

ସବୁଠୁ ବଡ ରାଜଯୋଗ, ଏହି ୩ଟି ରାଶିର ବ୍ୟକ୍ତି ହୋଇପାରନ୍ତି କରଜ ମୁକ୍ତ


ଏହି ରାଶିର ବ୍ୟକ୍ତି ନିବିଡି ସଂପର୍କ ସ୍ଥାପନ କରିବା ନେଇ ପଦକ୍ଷେପ ଉଠାଇପାରନ୍ତି । ଏହି ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କୁ ଭେଟିବା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଅଥବା ଉଭୟ ମିଶି କେଉଁ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ବନ୍ଧୁ, ପରିବାରଲୋକଙ୍କୁ ଛାଡି ପରସ୍ପର ସହ ସମୟ କଟାଇପାରନ୍ତି । ବହୁ ଦିନରୁ ସଂପର୍କରେ ଥିବା ନିଜ ସହକର୍ମୀଙ୍କ ସହ କିଛି ଜରୁରୀ ସୂଚନା ସେୟାର କରନ୍ତୁନାହିଁ । ନଚେତ୍ ଏହା ଆପଣଙ୍କୁ ଅସୁବିଧାରେ ପକାଇବ । ଧର୍ଯ୍ୟର ସହକାରେ କାର୍ଯ୍ୟ କରନ୍ତୁ ଆପଣଙ୍କୁ ଆପଣଙ୍କ ଶୁଭଚିନ୍ତକ ନିଶ୍ଚୟ ମିଳିବ ।

ସାଙ୍ଗସାଥୀ ଏବଂ ବାନ୍ଧବୀଙ୍କଠାରୁ ଲାଭବାନ୍ ହେବାର ସମ୍ଭାବନା ରହିଛି । କୌଣସି ସୁନ୍ଦର ସ୍ଥାନ ଭ୍ରମଣ କରିବାର ଯୋଗ ରହିଛି । ଅନିବାର୍ଯ୍ୟ କାରଣରୁ ହେବାକୁ ଥିବା କାମ ଅଟକି ଯାଇପାରେ । ତେଣୁ ଏହି ସମୟରେ କିଛି ମହତ୍ବପୂର୍ଣ୍ଣ କାମ କରନ୍ତୁନାହିଁ । ଅଧିକାଂଶ ସମୟ ବିଚାର କରିବେ । ବ୍ୟବସାୟରେ ବୃଦ୍ଧି ଏବଂ ଆର୍ଥିକ ଲାଭର ଯୋଗ ରହିଛି । କାହାଠାରୁ କରଜ ନେଇଥିଲେ ତାହା ପରିଶୋଧ କରିବାର ଯୋଗ ରହିଛି । ବ୍ୟସ୍ତ ଜୀବନରୁ ବାହାରି କଟାଇଥିବା କିଛି ଭଲ ସମୟକୁ ମନେପକାନ୍ତୁ । ଆପଣଙ୍କ ଜୀବନସାଥୀ ସହ କେବେ ପ୍ରଥମଥର ଭେଟିଥିଲେ ତାକୁ ମନେପକାନ୍ତୁ । ତାହା ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଉତ୍ସାହ ପୂର୍ବକ ଆପଣଙ୍କ ଜୀବନସାଥୀଙ୍କ ସହ ସମୟ ବିତାନ୍ତୁ । ଏହି ୩ଟି ରାଶି ହେଉଛି ସିଂହ, ଧନୁ ଏବଂ ତୁଳା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ