ଦେଶ ବିଦେଶ ମନୋରଞ୍ଜନ

ଲେଡି ରିଷଭ ପନ୍ଥ ହେଲେ ଉର୍ବଶୀ, ଟ୍ରୋଲର କହିଲେ-ଆର.ପି ଭାଇ ଏବେ ତ…

ମୁମ୍ଵାଇ ୨୪।୧୦: ବର୍ତ୍ତମାନ ଉର୍ବଶୀ ରୌତେଲା ଖୁବ୍‌ ଚର୍ଚ୍ଚାରେ । କ୍ରିକେଟ୍ କାରଣରୁ ଅଧିକ ଦିନ ହେବ ଉର୍ବଶୀ ୟୁଜର୍ସଙ୍କ ଟାର୍ଗେଟ୍‌ରେ ଅଛନ୍ତି। ତାଙ୍କ ନାମ କ୍ରମାଗତ ଭାବରେ ମିଷ୍ଟର ଆର.ପି.ଙ୍କ ସହ ଯୋଡା ଯାଉଛି। ଏଭଳି ପରିସ୍ଥିତିରେ ଅନୁଷ୍ଠିତ ହୋଇଥିବା ଟି -୨୦ ବିଶ୍ୱକପ ପୂର୍ବରୁ ଉର୍ବଶୀ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ନିକଟରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ପୁଣି ଥରେ କ୍ରିକେଟର ରିଷବ ପନ୍ତଙ୍କ ସହିତ ଲିଙ୍କ୍ କରାଯାଉଛି।
ଉର୍ବଶୀ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ପ୍ରମୋସନାଲ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଦେଖି ଉର୍ବଶୀ ଏକ ଅପ୍‌ ସୋଲଡର ସ୍ରେସ୍‌ ସହ ସିଲଭର ଡାଏମଣ୍ଡ ଚେନ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ସେହି ଚେନ ଉପରେ ସମସ୍ତଙ୍କ ଆଖି ପଡିଛି। କାହିଁକି ନା ଟ୍ରୋଲରମାନେ ଉର୍ବଶୀଙ୍କ ବେକରେ ଥିବା ଏହି ଚେନ୍‌କୁ ଦେଖି ଚିହ୍ନିଯାଇଛନ୍ତି ଏବଂ କମେଣ୍ଟ କରିବାରେ ଲାଗିଛନ୍ତି । ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି – ୱା… ତାଙ୍କ ବେକରେ ରିଷଭ ଭାଇଙ୍କ ଚେନ୍‌ ଆସି ଯାଇଛି। ଅନ୍ୟ ଜଣେ ଟ୍ରୋଲ କରି କହିଛନ୍ତି, ଆରପି ଭାଇ ଏବେ ତ ତାଙ୍କ ଯନ୍ତ୍ରଣା ଟିକେ ଦେଖ ।

କହିବାକୁ ଗଲେ ଉର୍ବଶୀ ଅଷ୍ଟ୍ରେଲିଆରୁ ବିଦାୟ ନେଇଛନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ଅଷ୍ଟ୍ରେଲିଆକୁ ଛାଡି ଯିବା ମୋ ହୃଦୟକୁ ଭାଙ୍ଗି ଦେଇଛି । କିନ୍ତୁ ଆଗକୁ ବଢିବାର ସମୟ ଆସିଛି। ରିଷଭ ଏବଂ ଉର୍ବଶୀଙ୍କ ୱାର ଏବେ ମଧ୍ୟ ଜାରି ରହିଛି। ଉର୍ବଶୀ ଯେକୌଣସି ପିକ୍ ପୋଷ୍ଟ କରନ୍ତୁ ନା କାହିଁକି ତାହାର ଲିଙ୍କ୍ କ୍ରିକେଟ୍ ସହ ଯୋଡା ଯାଇଥିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ