ଅପରାଧ ରାଜ୍ୟ

ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ପରେ ଫୋପାଡିଦେଇଥିବା ଅନୁମାନ

କରଞ୍ଜିଆ ୧୬/୦୫: କରଞ୍ଜିଆ-ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ । ଯଶୀପୁର ଶିମିଳିପାଳ ରୋଡ଼ ସୁଆଁପାଳ ଗାଁ ନିକଟରେ ପଡିଛି ମୃତଦେହ । ମୃତକ ଜଣକ ହେଉଛନ୍ତି ରରୁଆଁର ଜିତୁ ନାଏକ । ଗତ ୧୨ ତାରିଖରେ ସୁଆଁପାଳକୁ ଏକ ବାହାଘରକୁ ଆସି ଆଉ ଘରକୁ ଫେରି ନଥିଲେ ।

ଏନେଇ ଏକ ନିଖୋଜ ମାମଲା ଯଶୀପୁର ଥାନାରେ ରୁଜ୍ଜୁ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଯଶୀପୁର ପୋଲିସ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।